ମାଲବାହୀ ଟ୍ରେନ୍‌ର ୬ଟି ବଗି ଲାଇନଚ୍ୟୁତ, ରେଳ ଧାରଣା ଉପରେ ଓଲଟିଲା ୩ଟି ବଗି

Published By : Prameya-News7 Bureau | April 25, 2024 IST

କୋରାପୁଟ ୨୫।୪: କୋରାପୁଟ ପାଡୁଆ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ୬ଟି ବଗି ଲାଇନ ଚ୍ୟୁତ । ରେଳ ଧାରଣା ଉପରେ ତିନୋଟି ବଗି ଓଲଟି ପଡ଼ିଥିବା ବେଳେ ତିନୋଟି ବଗି ଲାଇନଚ୍ୟୁତ ହୋଇଛି । କୋରାପୁଟରୁ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳକୁ ବାହାରିଛନ୍ତି । କୋରାପୁଟ-କୋତାବାଲସା ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି ।

You Can Read :

ସାଂସଦ ସୁରେଶ ପୂଜାରୀଙ୍କ ଅଫିସ ସମ୍ମୁଖୀରେ ଖସିଲା ଡ୍ରୋନ୍, ଛାନଭିନ୍ ଜାରି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.