ଆଦିବାସୀ ଅଞ୍ଚଳରେ ଆଦିବାସୀଙ୍କ ବିକାଶ ପାଇଁ ଆରମ୍ଭ ହେଲା ପଲ୍ଲି ମହୋତ୍ସବ

Published By : Prameya-News7 Bureau | February 04, 2025 IST

ଆଠଗଡ଼ ୪: ଆଦିବାସୀ ଅଞ୍ଚଳରେ ଆଦିବାସୀଙ୍କ ବିକାଶ ପାଇଁ ଆରମ୍ଭ ହୋଇଛି ଚାରିଦେଶ ପଲ୍ଲି ମହୋତ୍ସବ । ଆଠଗଡ ବ୍ଲକ କଣ୍ଡରେଇ ପଞ୍ଚାୟତ ହାଇସ୍କୁଲ ପଡିଆରେ ନଅବେଢା ଅଞ୍ଚଳର ସମସ୍ତ ଆଦିବାସୀ ଅଞ୍ଚଳକୁ ନେଇ ୨ୟ ବର୍ଷ ପୂର୍ତ୍ତି ଉପଲକ୍ଷେ ୪ ଦିନିଆ ଚାରିଦେଶ ପଲ୍ଲି ମହୋତ୍ସବ ଅନୁଷ୍ଠିତ ହେଉଛି । 

ଏହି ଉତ୍ସବର ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବରିଷ୍ଠ ସାହିତ୍ୟକ ତଥା ଅଧ୍ୟାପକ ଡଃ ନାରାୟଣ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । 

ସହରାଞ୍ଚଳଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳର ବିକାଶ ପାଇଁ  ସେଠାରେ ବିଭିନ୍ନ ପ୍ରକାରର ଉତ୍ସବ, ମହୋତ୍ସବ ପାଳିତ ହେଉଥିଲା । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କଳା, ସଂସ୍କୃତି ସହ ସେମାନଙ୍କର ପରମ୍ପରାର ବିକାଶ ପାଇଁ ଏହି ଚାରିଦେଶ ପଲ୍ଲି ମହୋତ୍ସବ ସେମାନଙ୍କୁ ଆଗକୁ ବଢାଇବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।

You Can Read:

ଚୋରା ମଦ ମାଫିଆଙ୍କୁ ଚେକ୍ : ମିଳିତ ଚଢାଉରେ ୧୮୨୦ଲିଟର ଦେଶୀ ମଦ ଜବତ, ୧୪ ହଜାର ଲିଟର ପୋଚ ନଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.