ରାଜଧାନୀରେ ଅଭାବନୀୟ,ସବ୍ଇନ୍ସପେକ୍ଟରଙ୍କ ମାଡରେ ଡ୍ରାଇଭର ଘାଇଲା

Published By : Prameya-News7 Bureau | September 12, 2024 IST

ଭୁବନେଶ୍ବର ୧୨/୯: ରାଜଧାନୀରେ ଅଭାବନୀୟ ଘଟଣା । ପୋଲିସକୁ ପିଟିଲା ପୋଲିସ । ସବ୍‌ଇନ୍ସପେକ୍ଟରଙ୍କ ମାଡରେ ଡ୍ରାଇଭର ଘାଇଲା । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ମଧ୍ୟରେ କେଉଁ କାରଣରୁ ଗଣ୍ଡଗୋଳ ହୋଇ ମାଡ ଯାଏ କଥା ଗଲା ତାହା ସ୍ପଷ୍ଟ ହୋଇନି । ଏନେଇ ଇନ୍‌ଫୋସିଟି ଥାନାରେ ମାମଲା ରୁଜୁ କରାଯାଇଛି । ଘଟଣାକୁ ନେଇ ଡିସିପିଙ୍କ ପାଖକୁ ଯିବ କନେଷ୍ଟବଳ ସଂଘ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.