ମୁମ୍ଵାଇ ୦୫।୧୨; ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨' ମୁକ୍ତିଲାଭ କରିଛି । ପୁଷ୍ପା ୨ ରିଲିଜ୍ ହେବାର ମାତ୍ର କିଛି ଘଣ୍ଟା ହୋଇଛି। କିନ୍ତୁ ଲୋକଙ୍କ ପ୍ରତିକ୍ରିୟାକୁ ଦେଖିଲେ ଲାଗୁଛି ଯେ ବାହୁବଲୀ ୨ ଏବଂ ଜୱାନର ରେକର୍ଡ ଭାଙ୍ଗିବ। ଫିଲ୍ମ ରିଲିଜ୍ ହେବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଥିଲା । ପୁଷ୍ପା-୨ ଆଡଭାନ୍ସ ବୁକିଂରେ କରି ବିପୁଳ ଅର୍ଥ ଅର୍ଜନ କରିସାରିଛି। ଏହାର ଫଳାଫଳ ପୁଷ୍ପା ୨ ଓପନିଂରେ ଦେଖିବାକୁ ମିଳିଥିଲା । ଯେଉଁମାନେ ଅଲୁ ଅର୍ଜୁନଙ୍କ ଫିଲ୍ମ ଦେଖିସାରିଛନ୍ତି। ସେମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି ।
ପୁଷ୍ପା-୨ ବ୍ଲକବଷ୍ଟର
ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନଙ୍କ ପୁଷ୍ପା ୨ ଦେଖିବା ପରେ ଜଣେ ୟୁଜର୍ସ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, 'ଫହାଦ୍ ଫସିଲଙ୍କ ବିଷୟରେ କହିବାକୁ ଭୁଲିଗଲେ। ଫହାଦ୍ ଫାସିଲ୍ ଏବଂ ଅଲ୍ଲୁ ଅର୍ଜୁନଙ୍କ ମଧ୍ୟରେ ଏକ ଚମତ୍କାର ସିନ୍ ଅଛି । ଯାହା ଖୁବ୍ ଚତ୍ମକାର।
#OneWordReview...#Pushpa2: MEGA-BLOCKBUSTER.
— taran adarsh (@taran_adarsh) December 4, 2024
Rating: ⭐️⭐️⭐️⭐️½
Wildfire entertainer... Solid film in all respects... Reserve all the awards for #AlluArjun, he is beyond fantastic... #Sukumar is a magician... The #Boxoffice Typhoon has arrived. #Pushpa2Review#Sukumar knows well… pic.twitter.com/tqYIdBaPjq
ଅନ୍ୟ ଜଣେ ଲେଖିଛନ୍ତି, 'ପୁଷ୍ପା ୨ ହେଉଛି ବ୍ଲକବଷ୍ଟର। ୱାଇଲ୍ଡଫାୟାର ଏଣ୍ଟରଟେନର। ଏହି ଚଳଚ୍ଚିତ୍ରଟି ପ୍ରତ୍ୟେକ ଦୃଷ୍ଟିରୁ ଦୃଢ ଅଟେ ।ସମସ୍ତ ପୁରସ୍କାର ଅଲ୍ଲୁଙ୍କ ପାଇଁ । ସୁକୁମାର ଜଣେ ଯାଦୁକର ।ବକ୍ସ ଅଫିସରେ ଝଡ଼ ସୃଷ୍ଟି ହୋଇଛି।
#AlluArjun Entry Sequence in #Pushpa2TheRule 🔥🔥🔥🧨🧨🧨🧨🔥🔥🔥🔥🔥🔥🧨🧨🧨🧨🔥🔥🔥🔥🧨🧨🧨🔥🔥🔥🔥🔥
— CineHub (@Its_CineHub) December 4, 2024
Its a CARNAGE ! Earth QUAKE ! #Pushpa2Celebrations
ଆଉ ଜଣେ ଲେଖିଛନ୍ତି, 'କମ୍ପ୍ଲଲିଟ୍ ମାସ୍ ଏଣ୍ଟରଟେନମେଣ୍ଟ ସିନେମା। । ଏହା ସହିତ ସିନେମା ହଲ୍ର ଝଲକ ସେୟାର କରିଛନ୍ତି, ଯେଉଁଥିରେ ଦର୍ଶକ ଫିଲ୍ମ ଦେଖିବା ସମୟରେ କରତାଳି ଦେଉଛନ୍ତି।
#Pushpa2 First Half Review BLOCKBUSTER VIBES 🔥🔥🔥
— N R (@NasrullahR46405) December 4, 2024
👉 @AlluArjun’s mass performance will set the screens on fire 🔥
👉 Sukumar delivers a power-packed first half#WildFirePushpa #Pushpa2Review #Pushpa2TheRule pic.twitter.com/49iw5SQGZc
ପୁଷ୍ପା-୨ ଚଳଚ୍ଚିତ୍ରର କ୍ରେଜ ସୋସିଆଲ ମିଡିଆରେ ଦୃଶ୍ୟମାନ ହେଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ରଶ୍ମିକା ମନ୍ଦନାଙ୍କୁ ବହୁତ ପ୍ରଶଂସା କରୁଛନ୍ତି । କୁହାଯାଉଛି ଯେ ଶ୍ରୀବଲିଙ୍କ ଚରିତ୍ର ଦର୍ଶକଙ୍କ ହୃଦୟ ଜିତିଛି। ତାଙ୍କର ଅଭିନୟ ଦର୍ଶକ ଏବଂ ସମାଲୋଚକମାନେ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ। ଚଳଚ୍ଚିତ୍ରରେ ତାଙ୍କର ଇମୋସନ ଏବଂ ସ୍କ୍ରିନ୍ ପ୍ରଜେନ୍ସ ତାଙ୍କୁ ଏକ ଷ୍ଟାର ବନାଇ ଦେଇଥିଲା ।