ପାଟପୁରରେ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ : ଧରାପଡିଲା ମୁଖ୍ୟ ଅଭିଯୁକ୍ତ

Published By : Prameya-News7 Bureau | April 27, 2025 IST

Breaking_2

ବ୍ରହ୍ମପୁର ୨୭।୪ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳ ଖଲିଙ୍ଗି ଗାଁର ୪ ବର୍ଷର ଶିଶୁ କନ୍ୟା ମୃତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୋଲିସ ହାତରେ ଧରାପଡିଛି । କାଳିଆ ଓରଫ ଷଣ୍ଢ ନାହାକକୁ ଧରିଲା ପୋଲିସ । ଗିରଫ ପରେ ରବିବାର କୋର୍ଟ ଚାଲାଣ କରାଯିବା ନେଇ ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି । 

ଗତ ୨୫ ତାରିଖ ସନ୍ଧ୍ୟାରେ ଶିଶୁ କନ୍ୟା ନିଖୋଜ ଥିବା ନେଇ ପରିବାରବର୍ଗଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ୨୬ ତାରିଖ ସକାଳେ ପୋଲିସ ଶିଶୁର ମୃତଦେହକୁ ଠାବ କରିଥିଲା ।

You Can Read:




  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.