ଖୋର୍ଦ୍ଧାର ବିଭିନ୍ନ ପଥର ଖଣିରେ ପୋଲିସର ରେଡ୍, ୩୦ରୁ ଅଧିକ ଟ୍ରକ,ଟ୍ରାକ୍ଟର ଜବତ

Published By : Prameya-News7 Bureau | March 19, 2025 IST

Breaking_1

ଖୋର୍ଦ୍ଧା ୧୯/୩: ଖୋର୍ଦ୍ଧା ଶରଧାପୁରରେ ବଡ ଧରଣର ରେଡ୍‌ । ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଏସ୍‌ପିଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ପୋଲିସର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ପଥର ଖଣି ଉପରେ ଅଚାନକ ରେଡ୍‌ କରିଛି । ଚଢାଉ ସମୟରେ ୩୦ରୁ ଅଧିକ ଟ୍ରକ, ଟ୍ରାକ୍ଟର, ହାଇୱା ଗାଡି ଓ କଟର ମେସିନ ସହ ୧୦ରୁ ଅଧିକ ବାଇକ ଜବତ କରାଯାଇଛି । ଦୀର୍ଘ ବର୍ଷ ହେଲା ଏଠାରେ ବେଆଇନ ଖଣି ଚାଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.