ସ୍କୁଲ ଗେଟ୍ ସମ୍ମୁଖରେ ବ୍ୟାଗ୍ ଏବଂ ସାଇକେଲ ରଖି ଛାତ୍ରୀଙ୍କ ପ୍ରତିବାଦ, ପ୍ରଧାନଶିକ୍ଷକଙ୍କୁ ମିଛ କେସ୍ରେ ଫସାଇଥିବା ଅଭିଯୋଗ

Published By : Prameya-News7 Bureau | August 04, 2025 IST

ଭୁବନେଶ୍ବର ୪।୮: ରାସ୍ତା ଉପରେ ଛାତ୍ରୀଙ୍କ ଆନ୍ଦୋଳନ । ଭୁବନେଶ୍ବର ୟୁନିଟ୍ ୧ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ବିକ୍ଷୋଭ । ସ୍କୁଲ ଗେଟ୍ ଆଗରେ ବ୍ୟାଗ୍ ଏବଂ ସାଇକେଲ ରଖି ପ୍ରତିବାଦ କରିଛନ୍ତି ଛାତ୍ରୀ । ପ୍ରଧାନ ଶିକ୍ଷକଙ୍କ ଗିରଫଦାରୀକୁ ବିରୋଧ କରି ପ୍ରତିବାଦ କରିଛନ୍ତି । ମିଛ କେସ୍‌ରେ ଫସାଇଥିବା ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି ।

କିଛି ଦିନ ପୂର୍ବରୁ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ବଡ଼ପଣ୍ଡାଙ୍କୁ ଗିରଫ କରିଥିଲା ମହିଳା ଥାନା ପୋଲିସ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଆନ୍ଦୋଳନରତ ଛାତ୍ରୀ ମାନଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।

You Can Read:

ବୌଦ୍ଧ MVI ଗିରଫ : ବହୁତଳ କୋଠା ସହ ରହିଛି ୪୪ପ୍ଲଟ୍, ଝିଅ ପଢାରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.