ଭଦ୍ରକ ୯।୫: ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ପରେ ଭଦ୍ରକ ଜିଲ୍ଲାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଲଏନଜି ଟର୍ମିନାଲ, ଏସିଆର ବୃହତ୍ତମ ବନ୍ଦର ଧାମରା ବନ୍ଦର ଓ ପ୍ରତିରକ୍ଷା ରିସର୍ଚ୍ଚ ସେଣ୍ଟର ଥିବାରୁ ଏହି ଅଞ୍ଚଳ ଗୁଡିକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରାଯାଇଛି । ମେରାଇନ୍ ପୋଲିସ ମଧ୍ୟ ସଜାଗ ରହିଛି । ମକ୍ ଡ୍ରିଲ୍ ବେଳେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି ।
You Can Read: