ବିଇଏମସି ବୈଠକରେ ଷ୍ଟାଣ୍ଡିଂ କମିଟିକୁ ନେଇ ୨ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ, ଅଧାରୁ ଉଠି ଚାଲିଗଲେ କମିଶନର ଓ ମେୟର

Published By : Prameya-News7 Bureau | January 29, 2025 IST

ବ୍ରହ୍ମପୁର ୨୯।୧: ବ୍ରହ୍ମପୁର ମହାନଗର ନିଗମ ସାଧାରଣ ବୈଠକରେ ଷ୍ଟାଣ୍ଡିଂ କମିଟିକୁ ନେଇ ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ । କର୍ପୋରେଟର ମାନେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରି ଉତ୍ତର ଚାହିଁଥିବା ବେଳେ ଗୃହ ଅଧାରୁ ଉଠି ଚାଲିଗଲେ କମିଶନର । ମେୟର ମଧ୍ୟ ଉଠି ଚାଲିଗଲେ । ଗୃହ ଅଧାରୁ ବନ୍ଦ ହେଲା । 

ତେବେ ଏଥିରେ ଉତକ୍ଷିପ୍ତ ହୋଇ କର୍ପୋରେଟର ମାନେ ବିଇଏମସି କାର୍ଯ୍ୟାଳୟ ମୁଖ୍ୟ ଫାଟକକୁ ବନ୍ଦ କରି ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ।

You Can Read:

ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, ୪ ସପ୍ତାହରେ ସାକ୍ଷ୍ୟ ଗ୍ରହଣ କରି ଶୁଣାଣି ସାରିବାକୁ ନିର୍ଦ୍ଦେଶ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.