ଭୁବନେଶ୍ବର ୨୭।୮: ନୂଆ ସରକାରଙ୍କ ସ୍କାନରରେ ବିଡ଼ିଓ । ବିଭିନ୍ନ ବିଭାଗୀୟ ସ୍କାନରରେ ରାଜ୍ୟର ମୋଟ୍ ୯୧ ଜଣ ବିଡିଓ ରହିଛନ୍ତି । ବିଭିନ୍ନ ଅଭିଯୋଗ ଆଧାରରେ ୯୧ ବିଡ଼ିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ରହିଛି । ଯାହାକୁ ବର୍ତ୍ତମାନ ବିଚାରକୁ ନିଆଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଲିଖିତ ଉତ୍ତର ରଖିଛନ୍ତି ।
You Can Read:
ଟ୍ରକ୍ରୁ ବ୍ୟାଟେରୀ ଚୋରି ବେଳେ ଧରାପଡି ଉତ୍ତମ ମଧ୍ୟମ ଖାଇଲେ, ଗିରଫ କଲା ପୋଲିସ