ବିହାର ଦିବସ ୨୦୨୫ : ସ୍ନେହ ମିଳନ କାର୍ଯ୍ୟକ୍ରମ ପାଳିତ

Published By : Prameya-News7 Bureau | March 22, 2025 IST

କଟକ ୨୨: ରାଜା ରାଜୁଡା ଅମଳରୁ ଓଡ଼ିଶା ଏବଂ ବିହାର ମଧ୍ୟରେ ସାମାଜିକ ସମ୍ପର୍କ ରହି ଆସିଛି । ଯାହା ଏବେ ଆହୁରି ମଜଭୁତ ହୋଇ ପାରିଛି । କଟକ ସହରରେ ରହୁଥିବା ମୈଥିଳି ଭାଷାଭାସୀ ଲୋକଙ୍କୁ ନେଇ ପାଳିତ ହୋଇଛି ସ୍ନେହ ମିଳନ କାର୍ଯ୍ୟକ୍ରମ । ବିଜେପି କଟକ ନଗର ଶାଖା ଜରିଆରେ ପାଳିତ ହୋଇଥିବା ଏହି ବିହାର ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ଏହା କହିଛନ୍ତି । ବିହାର ସରକାରଙ୍କ ମନ୍ତ୍ରୀ କ୍ରୀଷ୍ଣା କୁମାର ମନ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କଟକି ଭାଇଚାରା ଉପରେ ଆଲୋକପାତ କରିଛନ୍ତି । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।


You Can Read:

ହାଇକୋର୍ଟ ବିଚାରପତି ଓ ଆଇନଜୀବୀ ଖେଳିଲେ କ୍ରିକେଟ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.