କଟକ: କଟକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଆଜିଠାରୁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି କଟକ ଜିଲ୍ଲା ଛାତ୍ର ବିଜେଡି ସଭାପତି ଆସିଫ ଅମିନ। କଟକ ସହରର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ସମେତ ଜିଲ୍ଲାର ସବୁ ମହାବିଦ୍ୟାଳୟରୁ ପର୍ଯ୍ୟାୟକ୍ରମେ ସଭ୍ୟ ସଂଗ୍ରହ କରାଯିବ। ଚଳିତ ବର୍ଷ କେବଳ କଟକ ଜିଲ୍ଲାର ମହାବିଦ୍ୟାଳୟ ଗୁଡିକରୁ ୧୦ହଜାର ନୂଆ ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କଟକ ଜିଲ୍ଲା ଛାତ୍ର ବିଜେଡି ସଭାପତି।
ପୋଲାଭରମକୁ ନେଇ ତେଜିଲା ରାଜନୀତି, ବିଜେପି-ବିଜେଡି ଦ...