କଟକ ୫/୧: ମାତୃଭବନ ନିକଟରେ ନିର୍ମାଣାଧୀନ ବକ୍ସ ଡ୍ରେନ ସ୍ଲାବ । ହଠାତ ଘଟିଲା ଅଘଟଣ । ଭଶୁଡିପଡିଲା ବକ୍ସ ଡ୍ରେନ ସ୍ଲାବ । ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ସ୍ଲାବ କାମ ଚାଲିଥିବାବେଳେ ହଠାତ ପାଣି ଚାଲିଆସିଥିଲା । ଫଳରେ ବକ୍ସ ଡ୍ରେନ ସ୍ଲାବଟି ଭୁଶୁଡିପଡିଛି । କାହାର ଦାୟିତ୍ବହୀନତା ପାଇଁ ଘଟିଲା ଏତେ ବଡ ଅଘଟଣ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ମେୟର ସୁବାସ ସିଂ ।
‘ଯଦି ପାର୍ଟିକୁ ମୋର ଆବଶ୍ୟକତା ନାହିଁ ତେବେ ବିକଳ୍ପ ଉ...
