ନବରଙ୍ଗପୁରରେ ବିଜେଡିର ଶକ୍ତି ବୃଦ୍ଧି, କଂଗ୍ରେସ ଛାଡି ବିଜେଡ଼ିରେ ଯୋଗଦେଲେ ଦିଲ୍ଲୀପ ପ୍ରଧାନୀ

Published By : Prameya-News7 Bureau | June 01, 2025 IST

ଭୁବନେଶ୍ବର ୬: ନବରଙ୍ଗପୁରରେ ବିଜେଡିର ଶକ୍ତିବୃଦ୍ଧି । କଂଗ୍ରେସର ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀ କଂଗ୍ରେସ ଛାଡି ବିଜେଡ଼ିରେ ସାମିଲ ହୋଇଛନ୍ତି । ତାଙ୍କ ସହ ନିର୍ବାଚନ ମଣ୍ଡଳୀର ୪ ଜଣ ସରପଞ୍ଚ ଓ ୪ ଜଣ ସମିତି ସଭ୍ୟଙ୍କ ସହ ଅନେକ କର୍ମକର୍ତ୍ତା ବିଜେଡିରେ ଯୋଗଦେଇଛନ୍ତି । 

ତେବେ ଏ ମିଶ୍ରଣ ଦ୍ୱାରା ଦଳ ଆହୁରି ସୁଦୃଢ ହେବ ବୋଲି ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ କହିଛନ୍ତି । ଏପଟେ ଦିଲ୍ଲୀପ ପ୍ରଧାନୀ କହିଛନ୍ତି, ନବୀନ ବାବୁ ସରକାରରେ ଥିବା ସମୟରେ ଅନେକ ଉନ୍ନତି କରିଛନ୍ତି । ତେଣୁ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଓ ମୋର ସମର୍ଥକମାନେ ବିଜେଡିରେ ସାମିଲ ହୋଇଛନ୍ତି । 

You Can Read:

ଦାଦା ବଟିକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ, ପୂର୍ବରୁ ୪ ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.