ଚାଉଳ କିଣାରେ ଠକେଇ ଅଭିଯୋଗ : ଆନ୍ଧ୍ର ପ୍ରଦେଶର ଠକକୁ ଗିରଫ କଲା ଗୋଳନ୍ଥରା ପୋଲିସ

Published By : Prameya-News7 Bureau | March 16, 2025 IST

ବ୍ରହ୍ମପୁର ୧୬।୩: ଚାଉଳ କିଣାରେ ଠକେଇ ଅଭିଯୋଗରେ ଆନ୍ଧ୍ର ପ୍ରଦେଶର ଠକକୁ ଗିରଫ କଲା ଗୋଳନ୍ଥରା ପୋଲିସ । ପୀତାତଳିର ମା’ ଅନ୍ନପୂର୍ଣ୍ଣା ଚାଉଳ ମିଲ୍ ମାଲିକ ସାଦୀ ଲିଜିୟା ଏ ନେଇ ଅଭିଯୋଗ କରିଥିଲେ ।

ତବେ ୭୭,୨୬,୩୯୮ ଟଙ୍କାର ଚାଉଳ କିଣି ଟଙ୍କା ଦେଇନଥିଲେ ଆନ୍ଧ୍ର ପ୍ରଦେଶ ତାନୁକୁ ଗାଁର ଇନ୍ଦୁକୁରି ମହେନ୍ଦ୍ର ବର୍ମା । ଇନ୍ଦୁକୁରି ମହେନ୍ଦ୍ର ବର୍ମାଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

You Can Read: 

ରାତ୍ରି ଜଗୁଆଳିଙ୍କ ମୃତଦେହ ଉଦ୍ଧାର, କାର୍ଯ୍ୟାଳୟରେ ଚାପ ପାଇଁ ଆତ୍ମହତ୍ୟା ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.