ଭଦ୍ରକ ୦୨/୦୩: ଆରମ୍ଭ ହେଲା ମୁସଲିମ ଧର୍ମାବଲମ୍ବୀଙ୍କ ପବିତ୍ର ମାସ ରମଯାନ । ଶନିବାର ଚାନ୍ଦ କମିଟିର ନିଷ୍ପତ୍ତି କ୍ରମେ ପବିତ୍ର ମାସ ର ଆରମ୍ଭ ହୋଇଚି । ଶନିବାର ତରାବି ପରେ ଉପବାସ ଆରମ୍ଭ ହୋଇଚି । ଭଦ୍ରକ ଜିଲ୍ଲାର ମୁସଲମାନ ଧର୍ମାବଲମ୍ବୀ ମାନେ ଉପବାସ ରଖିଛନ୍ତି । ଦୋକାନ ଗୁଡ଼ିକ ରେ ଲଚ୍ଚା , ଉପମା , ଖଜୁରୀ ସହ ଫଳ ଦୋକାନ ଗୁଡ଼ିକ ରେ ଭିଡ ଜମିଛି । ସୂର୍ଯ୍ୟୋଦୟରୁ ଉପବାସ ଆରମ୍ଭ ହେବ ଓ ସୂର୍ଯ୍ୟାସ୍ତ ପରେ ଫଳ,ଲାଛା, ଖଜୁରୀ ଖାଇ ଉପବାସ ଭାଙ୍ଗିବାର ପରମ୍ପରା ରହିଛି ।
ଅନ୍ୟ ଜାତିରେ ବିବାହ , ୧୨ ବର୍ଷ ପର୍ଯ୍ୟନ୍ତ ବାସନ୍ଦ ହ...
