ମେଷ - ଧନ ପ୍ରାପ୍ତିର ଯୋଗ ରହିଛି । ମନ ପ୍ରସନ୍ନ ରହିବ । ଉତ୍ସାହର ସହ କାର୍ଯ୍ୟ କରିବେ । ଅର୍ଥ ନିବେଶ ପାଇଁ ଦିନଟି ବହୁତ ଉତ୍ତମ ରହିବ। ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ ।ଛାତ୍ର ଛାତ୍ରୀ ମାନେ ଅଧିକ ପରିଶ୍ରମ କରି ସଫଳତା ହାସଲ କରିବେ ।
ବୃଷ - କର୍ମ ଚଞ୍ଚଳ ରହିବେ । ମାନସିକ ଚିନ୍ତାରେ ରହି ନିଷ୍ପତି ନେବେ ଓ ସଫଳତା ମଧ୍ୟ ମିଳିବ । ପରିବାରରେ ସାହାଯ୍ୟ ସହନଭୂତି ଲାଗି ରହିବ । ମିଳୁନଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ । ନୂତନ ଯାନବାହାନ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ବ୍ୟସ୍ତତା ରେ ଦିନ କାଟିବେ।
ମିଥୁନ - ଦେହ ଅସୁସ୍ଥ ରହିବାର ସୂଚନା ମିଳେ । ଦିନଟି ଆପଣଙ୍କର ମଧ୍ୟମ ଫଳ ଦେବ । କାର୍ଯ୍ୟ କ୍ଷେତ୍ରରେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇ ପାରେ । ମାନସିକ ଚାପ ବଢିବ ।ବିଚ୍ଛେଦ ହୋଇଥିବା ସଂପର୍କ ନୂତନ ମୋଡ଼ ନେବ । ବ୍ୟବସାୟରେ ଏତେ ଲାଭ ଯୋଗ ନାହିଁ ।
କର୍କଟ - ଦିନଟି ଅତ୍ୟନ୍ତ ଖୁସି ଖବର ଦେବ । ବ୍ୟବସାୟୀ ମାନଙ୍କର ନୂତନ ଚୁକ୍ତି ଯୋଗୁଁ ଲାଭବାନ ହେବାର ସମ୍ଭାବନା ରହିଛି । ମାତା ପିତାଙ୍କ ଆଶୀର୍ବାଦ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ଅର୍ଜନ କରିବେ । ବନ୍ଧୁଙ୍କ ସହଯୋଗ ପାଇବେ ।
ସିଂହ - ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ। ରୋଗ ଶୋକ ବଢିବ ।
କନ୍ୟା - ଆପଣଙ୍କୁ ମିଶ୍ର ଫଳ ଲାଭ ହେବ । ଶିକ୍ଷା କ୍ଷେତ୍ରରେ ନିଜକୁ ଅଣଦେଖା କରନ୍ତୁ ନାହିଁ । ବାହ୍ୟ ଲୋକଙ୍କ ଦ୍ଵାରା ଠକାମୀ ର ଶିକାର ହୋଇ ପାରନ୍ତି । କାହା କଥାରେ ପଡ଼ି ନିର୍ଣ୍ଣୟ ନିଅନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ଖୁସି ଲାଗି ରହିବ ।
ତୁଳା - କୌଣସି କଥାକୁ ନେଇ ଚିନ୍ତାରେ ରହିବେ । କିଛି ନୂତନ ସମସ୍ୟା ସୃଷ୍ଟି ହୋଇ ପାରେ । ଛାତ୍ର ଛାତ୍ରୀମାନେ ମନ ଲଗାଇ ପରିଶ୍ରମ କରିବେ ।ନୂଆ ଯୋଜନା ପାଇଁ କାର୍ଯ୍ୟ ଆରମ୍ଭ କରିବେ । କାର୍ଯ୍ୟ କ୍ଷେତ୍ରରେ ମନରେ ଥିବା କଥା ଗୁପ୍ତରେ ରଖନ୍ତୁ ।
ବିଛା - ଦିନଟି ମିଶ୍ର ଫଳ ଦେବ । ଚାକିରିରେ ଉନ୍ନତି ହେବ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଭ୍ରମଣ ର ଯୋଗ ରହିଛି ।ପ୍ରତିରୋଧ ର ଶିକାର ହୋଇଁପରାନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ର ଛାତ୍ରୀ ମାନେ ଆଶାତୀତ ଫଳ ପ୍ରାପ୍ତ କରିବେ ।
ଧନୁ - ବ୍ୟସ୍ତ ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଦୃଢ଼ ମନା ହୁଅନ୍ତୁ ସଂପତ୍ତି କ୍ରୟ କରିବା ପାଇଁ ଆଗ୍ରହୀ ହେବେ। ବନ୍ଧୁଙ୍କ ଠାରୁ ଉପହାର ମିଳିବ । ବ୍ୟବସାୟୀ ମାନେ ଅଧିକ ଲାଭ ଆଶା ରେ ରହିବେ । ଛାତ୍ର ଛାତ୍ରୀ ମାନେ ଖୁସି ମନ ରେ ରହିବେ।
ମକର - ଆପଣଙ୍କୁ ମିଶ୍ର ଫଳ ମିଳିବ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ନେଇ ଥିବା ଉଧାର ଫେରସ୍ତ କରିବେ । ଅନ୍ଧ ଭଳି କାହାକୁ ଭରସା କରନ୍ତୁ ନାହିଁ ।କିଛି ଶୁଭ କର୍ମ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ।
ମୀନ - ଦିନଟି ଏତେ ଫଳପ୍ରଦ ହେବ ନାହିଁ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ବନ୍ଧନର ଭୟ ଆପଣଙ୍କୁ ରହିବ । ପୁରୁଣା ବନ୍ଧୁଙ୍କ ମିଳନ ହୋଇ ପାରେ । ବ୍ୟବସାୟରେ ସଂପୂର୍ଣ୍ଣ ଧ୍ୟାନ ଦେବେ ନହେଲେ କ୍ଷତି ହୋଇ ପାରେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳ ଦେବ।
କୁମ୍ଭ - ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ଚାକିରି କ୍ଷେତ୍ର ରେ ପଦୋନ୍ନତି ର ଯୋଗ ଅଛି । ବିଦ୍ୟାର୍ଥୀ ମାନେ ଫଳାଫଳ କୁ ଅପେକ୍ଷା କରିବେ । ନୂତନ ଯାନବାହାନ କ୍ରୟ କରି ପାରନ୍ତି । ନୂତନ ସ୍ଥାନ ପ୍ରାପ୍ତି ର ଯୋଗ ରହିଛି । ଆୟ ଉତ୍ତମ ରହିବ ।
ମୀନ - ଦିନଟି ଏତେ ଫଳପ୍ରଦ ହେବ ନାହିଁ । ଅଯଥା ଖର୍ଚ୍ଚ ରୁ ଦୂରେଇ ରୁହନ୍ତୁ । ବନ୍ଧନ ର ଭୟ ଆପଣଙ୍କୁ ରହିବ ।ପୁରୁଣା ବନ୍ଧୁ ଙ୍କ ମିଳନ ହୋଇ ପାରେ । ବ୍ୟବସାୟ ରେ ସଂପୂର୍ଣ୍ଣ ଧ୍ୟାନ ଦେବେ ନହେଲେ କ୍ଷତି ହୋଇ ପାରେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳ ଦେବ
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - 8249826682