ବିଧାନସଭା ଶୀତ ଅଧିବେଶନ, ଗୁରୁବାର ପାରିତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ୍ !

Published By : Prameya-News7 Bureau | December 05, 2024 IST

ଭୁବନେଶ୍ୱର ୦୫।୧୨ : ବିଧାନସଭା ଶୀତ ଅଧିବେଶନ । ଗୁରୁବାର ଦିନ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ୍‌ ପାରିବ ହେବ । 

ସେହିପରି ଜଳସମ୍ପଦ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଖଣି, ଯୋଜନା ସଂଯୋଜନା, ବାଣିଜ୍ୟ, ସୂଚନା ଲୋକ ସମ୍ପର୍କ, ପରିବହନ ବିଭାଗର ପ୍ରଶ୍ନକାଳ ରହିଛି । ଏହାପରେ ଶୂନ୍ୟ କାଳରେ ପୋଲାଭରମ, ମହାନଦୀ, ଆଇନ ଶୃଙ୍ଖଳା, ସ୍ବତନ୍ତ୍ର ରାଜ୍ୟ ପାହା, ଦରଦାମ ଭଳି ପ୍ରସଙ୍ଗକୁ ବିରୋଧୀ ଉଠାଇ ପାରନ୍ତି । ବାକି ଶାସକ ଦଳ ମଧ୍ୟ ଏହାକୁ କାଉଣ୍ଟର କରିବା ପାଇଁ କିଛି ପ୍ରସଙ୍ଗ ଉଠାଇପାରେ । ମୋଟାମୋଟି ଭାବରେ ଆଜି ବେଶ ସରଗରମ ରହିବ ଗୃହ ।

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.