୨୦୨୫ରେ ଗୁରୁ ଗ୍ରହରେ ପ୍ରବେଶ କରିବେ ଶନି ଦେବ, ଏହି ରାଶିମାନଙ୍କର ଆରମ୍ଭ ହେବ ଶୁଭ ସମୟ

Published By : Prameya-News7 Bureau | September 01, 2024 IST

ନୂଆଦିଲ୍ଲୀ ୦୧।୦୯: କର୍ମଫଳର ଦାତା ଶନି ଦେବ ଦେଢ ବର୍ଷରେ ରାଶି ପରିବର୍ତ୍ତନ କରନ୍ତି। ଶନିଙ୍କୁ ବହୁତ ମହତ୍ତ୍ଵପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନିଙ୍କ ରାଶି ପରିବର୍ତ୍ତନ ବିଶେଷ ବୋଲି କୁହାଯାଏ। କାହିଁକି ନା ଶନିଙ୍କ ଗୋଚରର ପ୍ରଭାବ ସାରା ଦେଶ ଓ ଦୁନିଆରେ ପଡିଥାଏ ।  ଶନି ୨୯ ଜୁନ୍‌ରେ କୁମ୍ଭ ରାଶିରେ ବକ୍ର ଚଳନ ଚାଲୁଥିଲା ଓ ଏହା ପରେ ନଭେମ୍ଵରରେ ଶନି ମାର୍ଗି ହୋଇଯିବେ। ନଭେମ୍ଵର ପରେ ଶନି   ୨୦୨୫ରେ ମୀନ ରାଶିରେ ପ୍ରବେଶ କରିବେ।  ଆସନ୍ତୁ ଜାଣିବା ଶନି ୨୦୨୫ରେ ଗୋଚର କରିବା ପରେ କେଉଁ ରାଶିମାନଙ୍କର ଲାଭ ହେବ ।

ମେଷ- ୨୦୨୫ରେ ଶନିଙ୍କ ଆର୍ଶିବାଦ ମେଷ ରାଶିବ୍ୟକ୍ତଙ୍କ ଉପରେ ପଡିବ । ଶନିଙ୍କ କୃପାରେ ମେଷ ରାଶିଙ୍କ ଆର୍ଥିକ ଲାଭ ହେବ । ବିଜନେସ୍ ଓ କ୍ୟାରିଅର ଶୀର୍ଷକୁ ଯିବ । ଏହାରି ମଧ୍ୟରେ ଖୁସି ଖବର ମିଳିପାରେ । 

ସିଂହ- ୨୦୨୫ରେ ସିଂହ ରାଶି ବ୍ୟକ୍ତିଙ୍କ ଆର୍ଥିକବସ୍ଥା ସୁଦୃଢ ହେବ । ବୈବାହିକ ଖୁସିଖବର ମିଳିପାରେ । ସଫଳତାର ଆପଣଙ୍କ ପାଖକୁ ଆସିବ।

ତୁଳା- ୨୦୨୫ରେ ଶନିଦେଵଙ୍କ କୃପା ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ବିଶେଷ ରହିବ। ଧନ ବଢିବ। ବାଣିଜ୍ୟ ବେପାରରେ ଉନ୍ନତି ହେବ।

ମକର- ମକର ରାଶିଙ୍କ ପାଇଁ ୨୦୨୫ ବେଶ ଲାଭପ୍ରଦ ହେବ। ସାମାନ୍ୟ ସାବଧାନ ଶତ୍ରୁଙ୍କ ପାଖରୁ ରହିବାକୁ ପଡିବ। କ୍ୟାରିଅରରେ ଅବସର ପ୍ରାପ୍ତ ହେବ । ଯେଉଁଥିରେ ଆପଣଙ୍କୁ ଲାଭ ମିଳିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.