E-KYCରେ ଯେଉଁ ଗରିବଙ୍କର ରାସନ କାର୍ଡ କଟିଛି, ଆଉ ଥରେ ଆବେଦନ କଲେ କାର୍ଡ ଦେବୁ : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | April 26, 2025 IST

ଭୁବନେଶ୍ବର E-KYCରେ ଗରିବଙ୍କ ରାସନ କାର୍ଡ କଟିଯିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, E-KYCରେ ଯେଉଁ ଗରିବଙ୍କର କାର୍ଡ କଟିଛି ମୋତେ କୁହନ୍ତୁ । ଆମ ପାଖରେ ପର୍ଯ୍ୟାପ୍ତ କାର୍ଡ ଅଛି, ଆମେ ନୂଆ ଲୋକଙ୍କୁ ଦେବୁ । ଯଦି ଗରିବଙ୍କ କାର୍ଡ ଭୁଲରେ କଟିଯାଇଛି, ଆଉ ଥରେ ଆବେଦନ କରନ୍ତୁ । ଆଉ ଥରେ ଆବେଦନ କଲେ, ସର୍ଭେ କରିକି କାର୍ଡ ଦେବୁ । ପାଖାପାଖି ଲକ୍ଷେ ଲୋକଙ୍କ ରାସନ କାର୍ଡ କଟିଛି । ଇନକମ୍ ଟ୍ୟାକ୍ସ ଦେଉଥିବା, ଭଲ ଚାକିରି କରୁଥିବା ଲୋକଙ୍କର କାର୍ଡ କଟିଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

You Can Read:

ଆସନ୍ତା ୨୯ରୁ ରଥଯାତ୍ରା ଯାଏଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.