ଭୁବନେଶ୍ବର ୧୯।୧: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ବନ୍ଦ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ କହିଛନ୍ତି, ତୁରନ୍ତ କଠୋର ଆଇନ ନ ନେବାକୁ ଯାତ୍ରା ମାଲିକ ମାନେ ଅନୁରୋଧ କରିଛନ୍ତି I ଖୁବ୍ଶୀଘ୍ର କଠୋର ଆଇନ ନ ନିଆଯାଇ କିଛି ସମୟ ସେମାନଙ୍କୁ ଦେବାକୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ I ଖଣ୍ଡଗିରି ମେଳା ନେଇ ପୋଲିସ ବିଭାଗ ଗୃହ ବିଭାଗ ଆଇନ ଶୃଙ୍ଖଳା ଦିଗକୁ ଦେଖୁଛନ୍ତି । ଖୁବ୍ଶୀଘ୍ର ଅଶ୍ଳୀଳତାକୁ ନେଇ ମାର୍ଗଦର୍ଶିକା ଜାରି କରିବାକୁ ଯାଉଛୁ । ଯାତ୍ରା କମିଟି, ଯାତ୍ରା କଳାକାର ଏହାସହ ମାଲିକଙ୍କ ସହ ଆଲୋଚନା ହୋଇଛି । ଖୁବ୍ ଶୀଘ୍ର କଠୋର ଆଇନ ନ ନିଆଯାଇ କିଛି ସମୟ ସେମାନଙ୍କୁ ଦେବାକୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ ।
You Can Read:
ଅନ୍ଧବିଶ୍ବାସର କରୁଣ ପରିଣତି, ବୃଦ୍ଧାଙ୍କୁ ଛୁରା ମାରି ନଦୀପଠାରେ ଫିଙ୍ଗିଦେଲେ, ଅଭିଯୁକ୍ତ ଫେରାର