ଆଠଗଡ଼ ୪।୨: ପୁଣି ହାତୀ ମୃତ୍ୟୁ । ନରସିଂହପୁରରେ ଏକ ହାତୀର ମୃତଦେହ ଠାବ ହୋଇଛି । ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ସୂତନାଯୋଗ୍ୟ ଯେ, କଟକ ଜିଲ୍ଲା ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଚତରାପଦା ସେକ୍ସନ କମ୍ପାଟମେଣ୍ଟ ୪ରେ ଏକ ୫ ବର୍ଷର ଦନ୍ତା ହାତୀର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ହାତୀର ମୃତ୍ୟୁ ଦୁଇ ତିନି ଦିନ ତଳେ ହୋଇଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଗଳିତ ମୃତଦେହ ଉଦ୍ଧାର କରିଛି । ଏହା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।
You Can Read:
ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଯୁକ୍ତ ୨ ପରୀକ୍ଷା, ୪୫ ଦିନ ପରେ ପ୍ରକାଶ ପାଇବ ରେଜଲ୍ଟ