ସୁନ୍ଦରଗଡ ୨୭।୫: ସୁନ୍ଦରଗଡ ଜିଲ୍ଲାରେ ହୋଇଥିବା କୋଇଲା ଓ ମାଙ୍ଗାନିଜ ଚୋରିରେ ସଂପୃକ୍ତ ସମସ୍ତ ମାଫିଅ।ଙ୍କୁ ଧରାଯିବା ସହ ସରକାରୀ ଅଧିକାରୀଙ୍କ ସଂପୃକ୍ତ ଥିଲେ ମଧ୍ୟ କାହାରିକୁ ଛଡାଯିବ ନାହିଁ ବୋଲି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିବା ସହ ରାଜ୍ୟରେ ଥିବା ସୀମା ବିବାଦର ସମାଧାନ ଖୁବ୍ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଦିନିକିଅ। ସୁନ୍ଦରଗଡ ଗସ୍ତରେ ଅ।ସି ମନ୍ତ୍ରୀ ସ୍ଥାନୀୟ ବିକାଶ ଭବନ ଠାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେବା ସହ ଜିଲ୍ଲାରେ ଲାଗିରହିଥିବା ସମସ୍ୟାର ସମାଧାନ ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ହୋଇଥିବା କୋଇଲା ଓ ମାଙ୍ଗାନିଜ ଚୋରିର ତଦନ୍ତ ପାଇଁ ଏସଅ।ଇଟି ଗଠନ ହୋଇଥିବା ବେଳେ ମାଢିଅ।ଙ୍କୁ ଧରିବା ପାଇଁ ଦରକାର ପଡିଲେ ଏସଅ।ଇଟିକୁ ଅ।ହୁରି ମଜବୁତ କରାଯିବା ପାଇଁ ପଦକ୍ଷେପ ନିଅ।ଯିବ ଏହାସହ ବାଲି ମାଫିଅ। ମାନଙ୍କୁ ଧରାଯିବା ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ଅ।ବାସ ଯୋଜନାରେ ଥିବା ହିତାଧିକାରୀଙ୍କୁ କିଭଳି ମାଗଣାରେ ବାଲି ଯୋଗାଇ ଦିଅ।ଯିବ ସେଥିପାଇଁ ମଧ୍ୟ ଯୋଜନା ଚାଲିଛି ଏହା ସହ ପଡୋଶୀ ରାଜ୍ୟର ସୀମା ବିବାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ହୋଇଛି ଏବଂ ଖୁବ୍ଶୀଘ୍ର କୋଟିଅ। ବିବାଦର ମଧ୍ୟ ଅନ୍ତ ଘଟିବ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ଗର୍ଭବତୀ ପତ୍ନୀକୁ ରାସ୍ତା କଡ଼ରେ ଛାଡି ଚମ୍ପଟ ମାରିଲା ସ୍ବାମୀ, ଉଦ୍ଧାର କଲେ ଗ୍ରାମବାସୀ