ମର୍ମନ୍ତୁଦ ଦୁର୍ଘଟଣା : ଟ୍ରାକ୍ଟର ଓଲଟି ଅଜା, ଆଈଙ୍କ ସହ ନାବାଳକ ନାତିଙ୍କ ମୃତ୍ୟୁ

Published By : Prameya-News7 Bureau | May 04, 2025 IST

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବାହାଦୁର ନଗରରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ଅଜା, ଆଈଙ୍କ ସହ ନାବାଳକ ନାତିଙ୍କର ମୃତ୍ୟୁ ଘଟିଛି । ଅଜା, ଆଈଙ୍କ ସହ ଘରକୁ ଫେରୁଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଯାହା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଯାଇଛି ।

You Can Read:

ଶୋଇଥିବା ବେଳେ ଦଂଶିଲା ସାପ, ଝିଅର ମୃତ୍ୟୁ ହୋଇଥିବା ବେଳେ ମା’-ପୁଅ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.