ଭୁବନେଶ୍ବର ୨୧।୭: IAS ଉଷା ପାଢ଼ୀଙ୍କ ନାଁ ନେଇ ସାଇବର ଠକେଇ ଉଦ୍ୟମ । ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁ ନେଇ ଟଙ୍କା ମାଗୁଛନ୍ତି ଠକ । ଉଷାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି । ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଲେ ଉଷା ପାଢ଼ୀ । ସାଇବର ଠକେଇ ଉଦ୍ୟମ ନେଇ ଡିଜିପିଙ୍କୁ ‘ଏକ୍ସ’ରେ ଜଣାଇଲେ ।
It has been brought to my attention that some imposter is sending messages to many known contacts and asking money. I have already taken steps to report to concerned authorities. May please be cautious and don’t get in to the trap such cyber fraudsters. @DGPOdisha pic.twitter.com/ED5Up42v6c
— Usha Padhee (@ushapadhee1996) July 20, 2024
You Can Read: