ବଡ଼ଚଣା ବିଧାୟକଙ୍କୁ ସମ୍ବର୍ଦ୍ଧନା, ବାଜା ବାଣ ପ୍ରୋସେସନରେ କମ୍ପିଲା ଗାଁ ଦାଣ୍ଡ

Published By : Prameya-News7 Bureau | June 28, 2024 IST

ଚଣ୍ଡୀଖୋଲ ୨୮/୦୬: ବଡ଼ଚଣା ବିଧାୟକଙ୍କୁ ସମ୍ବର୍ଦ୍ଧନା । ବାଜା ବାଣ ପ୍ରୋସେସନରେ କମ୍ପିଲା ଗାଁ ଦାଣ୍ଡ । ଏମିତିକି ଏହି ସଭାରେ ସାମିଲ ହୋଇଥିଲେ ପଞ୍ଚାୟତର କର୍ମକର୍ତ୍ତା । ନୂଆ କରି ନିର୍ବାଚିତ ହୋଇଥିବା ବଡ଼ଚଣା ବ୍ଲକର ବିଧାୟକ ଅମର ନାୟକଙ୍କୁ ଧାନ ମଣ୍ଡଳ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । 


ଏହି ସମ୍ୱର୍ଦ୍ଧନା ଶୋଭାଯାତ୍ରା ସାଇ ବାବା ମନ୍ଦିର ପୂଜା କରି,ଧାନ ମଣ୍ଡଳ ପଞ୍ଚାୟତର ବିଜେପି କର୍ମୀମାନେ ବିଧାୟକଙ୍କୁ ମଟର ସାଇକେଲ ରାଲି କରି ବାଜା ବାଣ, ସହ ପ୍ରୋସେସନ କରି ବୁଲାଇ ଥିଲେ କର୍ମୀ । ଶୁଭେତ୍ସୁଙ୍କ ଶହ ଅନେକ ସଂସ୍ଥା ସମ୍ବର୍ଦ୍ଧନା ଦେଇଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.