କୋଣାର୍କ ୧୫/୧୨: ଚନ୍ଦ୍ରଭାଗା ସମୁଦ୍ର କୂଳରେ ଘଡିଆଳ କୁମ୍ଭୀର ଆତଙ୍କ । ଏକ ୧୦ ଫୁଟିଆ ବିରାଟ ଘଡିଆଳ ପ୍ରଜାତିର କୁମ୍ଭୀର ବୁଲୁଥିବା ଜଣାପଡିଛି । କୁମ୍ଭୀରକୁ ଧରିବା ପାଇଁ ପୁରୀ ବନଖଣ୍ଡ ଅଧିକାରୀଙ୍କ ସହ ୨୦ ଜଣ ବନଖଣ୍ଡ କର୍ମଚାରୀ ଓ ନନ୍ଦନକାନନରୁ ଆସିଥିବା ୯ଜଣିଆ ସ୍ବତନ୍ତ୍ର ଟିମ୍ କୁମ୍ଭୀରକୁ ଖୋଜୁଛନ୍ତି । କୁମ୍ଭୀର ବୁଲୁଥିବା ଦେଖି ସ୍ଥାନୀୟ ଲୋକେ କୋଣାର୍କ ବନ ବିଭାଗକୁ ଖବର ଦେଇଥିଲେ । ଚନ୍ଦ୍ରଭାଗା ସମୁଦ୍ର ଉପକୂଳ ଓ ଜଙ୍ଗଲ ମଧ୍ୟରେ ରାତି ୧୧ଟାରୁ ସର୍ଚ୍ଚ ଅପରେସନ ଚାଲିଥିଲେ ବି କୁମ୍ଭୀରର ସନ୍ଧାନ ମିଳିନି । ହେଲେ ଏବେ ସୁଦ୍ଧା କୁମ୍ଭୀରର କୌଣସି ସନ୍ଧାନ ମିଳିନି ।
ରାଜ୍ୟର ବିକାଶରୁ ରାଷ୍ଟ୍ରର ବିକାଶ, ରାଜନୀତିକୁ ପରିବା...