କର୍ମଜୀବୀ ମହିଳାଙ୍କ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ମିଳିବ ଛୁଟି

Published By : Prameya-News7 Bureau | August 15, 2024 IST

ଭୁବନେଶ୍ବର ୧୫: ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି । ଋତୁସ୍ରାବ ପାଇଁ ଦିନେ ଛୁଟି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କର୍ମଜୀବୀ ମହିଳାଙ୍କ ପାଇଁ ଅତିରିକ୍ତ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି । 

କଟକରେ ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଭଳି ଘୋଷଣା କରିଛନ୍ତି । ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଏହି ପରିପ୍ରେକ୍ଷୀରେ ଦିନକ ପାଇଁ ଛୁଟି ନେଇପାରିବେ । ଋତୁସ୍ରାବର ପ୍ରଥମ ବା ଦ୍ବିତୀୟ ଦିନରେ ଛୁଟି ମିଳିବ ।

You Can Read:

ତଦନ୍ତ ରିପୋର୍ଟରେ ରହିଛି କ’ଣ ? ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ହସ୍ତାନ୍ତର କଲା ତଦନ୍ତ କମିଟି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.