ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ପ୍ରଶ୍ନବାଚୀ, ବଡ଼ଦେଉଳ ଉପରେ ଉଡିଲା ଡ୍ରୋନ୍

Published By : Prameya-News7 Bureau | June 01, 2025 IST

ପୁରୀ ୦୧।୦୬ : ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପୁଣି ପ୍ରଶ୍ନବାଚୀ। ପୁଣି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ୍ ହୋଇଛି। ଡ୍ରୋନ୍ ଭାଇରାଲରେ ଜଣେ ଚୁନରା ସେବକଙ୍କ ଚିତ୍ର ବାରମ୍ବାର ଆସୁଛି। ଡ୍ରୋନ ଉଡିବା ସମୟରେ ସେ ଜାଣିଥିବା ଭଳି ଦୃଶ୍ୟ ବାରି ହୋଇପଡୁଛି କାରଣ ତାଙ୍କର ଯେତେବେଳେ ଚିତ୍ର ଉତ୍ତୋଳନ ହେଉଛି ସେତେବେଳେ ସେ ମୁଣ୍ଡିଆ ମାରୁଛନ୍ତି। ସେ ଭିଡିଓଟି ମଧ୍ୟ ଏଡିଟି କରାଯାଇଛି ଚୁନରା ସେବକ ୧୪ ହାତିଆ ମୁଖ୍ୟ ବାନା ଲଗାଯାଉଥିବା ସମୟର ଦୃଶ୍ୟ ମଧ୍ୟ ସେହି ଭିଡିଓରେ ରହିଛି।  ଯେଉଁ  ଆଣ୍ଟି ଡ୍ରୋନ ସିଷ୍ଟମର କଥା କୁହାଯାଉଛି ସେଠାରେ ସାହାସ କରି ଡ୍ରୋନ ଉଠାଯାଉଛି।

  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.