ମୁମ୍ଵାଇ ୦୨।୧୨; ଫିଲ୍ମ ଫେୟାର OTT ଆୱାର୍ଡ ୨୦୨୪। ଦୀର୍ଘ ସମୟ ହେବ ଅପେକ୍ଷା କରାଯାଇଥିଲା । ଶେଷରେ ଏହା ପୂର୍ବ ଦିନ ୧ ଡିସେମ୍ବର ୨୦୨୪ରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିନେତାମାନଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଥିଲେ । ରବିବାର ସନ୍ଧ୍ୟାରେ ଏହି ସମାରୋହରେ ୱେବ୍ ସିରିଜ୍ ଏବଂ ଚଳଚ୍ଚିତ୍ର ପାଇଁ ୩୯ କାଟାଗରୀରେ ଆୱାର୍ଡ ପ୍ରଦାନ କରାଯାଇଥିଲା । ଆସନ୍ତୁ ଜାଣିବା କେଉଁମାନେ ଆୱାର୍ଡ ପାଇଛନ୍ତି ପଞ୍ଚାୟତ ଠାରୁ ହୀରାମଣ୍ଡି ପର୍ଯ୍ୟନ୍ତ OTT ରେ ଧମାଲ କରିଥିଲା ।
ୱିନରମାନଙ୍କର ସମ୍ପୂର୍ଣ୍ଣ ତାଲିକା
-ବେଷ୍ଟ ସପୋର୍ଟିଂ ଆକ୍ଟର , ସିରିଜ୍, କମେଡି, ମେଲ - ଫୈସଲ୍ ମଲିକ୍ (ପଞ୍ଚାୟତ ୩)
-ବେଷ୍ଟ ସପୋର୍ଟିଂ ଆକ୍ଟର, କମେଡି, ଡ୍ରାମା, ଫିମେଲ - ନିଧି ବିଷ୍ଟ (ମାମଲା ଲିଗାଲ୍ ହୈ)
-ବେଷ୍ଟ ଅରିଜିନାଲ ଷ୍ଟୋରୀ, ସିରିଜ୍ - ବିଶ୍ୱପତି ସରକାର (କାଲା ପାନି)
-ବେଷ୍ଟ କମେଡି ସିରିଜ୍ – ମାମଲା ଲିଗାଲ ହୈ
Our queen continues to reign ✨
— BhansaliProductions (@bhansali_produc) December 1, 2024
Congratulations to @mkoirala on winning Best Actor (Female) - Drama for #Heeramandi at the #FilmfareOTTAwards2024 ❤️#HeeramandiTheDiamondBazaar #SanjayLeelaBhansali @NetflixIndia @filmfare #Mallikajaan pic.twitter.com/uCFiH2zFWm
-ବେଷ୍ଟ ନନ ଫିକସନ ଅରିଜିନାଲ ସିରିଜ୍ – ଦ ହଣ୍ଟ ଫର ବୀରପ୍ପନ
-ବେଷ୍ଟ ଡାଏଲଗ - ସିରିଜ୍ - ସୁମିତ ଆରୋରା (ଗନସ୍ ଆଣ୍ଡ ଗୁଲାବ୍ସ)
-ବେଷ୍ଟ ଅରିଜିନାଲ ସ୍କ୍ରିନ୍ ପ୍ଲେ - ସିରିଜ୍ - ରାଜ ରାଜ ନିଦିମୋରୁ, କୃଷ୍ଣ ଡି.କେ ଏବଂ ସୁମନ କୁମାର (ଗନସ୍ ଆଣ୍ଡ ଗୁଲାବ୍ସ)
-ବେଷ୍ଟ ଆଡାପ୍ଟେଡ୍ ସ୍କ୍ରିନ୍ ପ୍ଲେ - ସିରିଜ୍ - କିରଣ ୟଗୋଓପାବିତ, କେଦାର ପାଟଣକର ଏବଂ କରଣ ବ୍ୟାସ୍ (ସ୍କାମ ୨୦୦୩ -ତେଲଗି ଷ୍ଟୋରୀ)
Congratulations!
— Filmfare (@filmfare) December 1, 2024
The Filmfare Award for Best Actor, Web Original Film (Male) goes to #DiljitDosanjh for #AmarSinghChamkila at the #DanubePropertiesFilmfareOTTAwards2024 #FilmfareOTTAwards2024 #FilmfareOTTAwards #Filmfare @danubeprop @FiamaIndia @HyundaiIndia @uptourismgov pic.twitter.com/KLyvqcRr6F
-ବେଷ୍ଟ ସିନେମାଟୋଗ୍ରାଫର-ସିରିଜ୍- ସୁଦୀପ ଚାଟାର୍ଜୀ (ISC), ମହେଶ ଲିମୟେ (ISC), ହନଷ୍ଟାଙ୍ଗ ମୋହପାତ୍ର ଏବଂ ରାଗୁଲ ହେରିୟନ ଧାରୁମାନ (ହୀରାମଣ୍ଡି: ଦ ଡାଏମଣ୍ଡ ବାଜାର)
-ବେଷ୍ଟ ପ୍ରଡକ୍ସନ ଡିଜାଇନ୍ - ସିରିଜ୍-ସୁବ୍ରତ ଚକ୍ରବର୍ତ୍ତୀ ଏବଂ ଅମିତ ରୟ (ହୀରାମାଣ୍ଡି: ହୀରା ବାଜାର)
-ବେଷ୍ଟ ଏଡିଟିଙ୍ଗ - ସିରିଜ୍ - ୟଶ ଜୟଦେବ ରାମଚନ୍ଦାନୀ ( ଦ ରେଲୱେ ମ୍ୟାନ୍)
-ବେଷ୍ଟ କଷ୍ଟ୍ୟୁମ ଡିଜାଇନ୍ - ସିରିଜ୍ - ରିମ୍ପଲ୍, ହରପ୍ରୀତ ନରୁଲା ଏବଂ ଚନ୍ଦ୍ରକାନ୍ତ ସୋନାୱନେ (ହୀରାମଣ୍ଡି: ଦ ଡାଏମଣ୍ଡ ବଜାର)
-ବେଷ୍ଟ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ - ସିରିଜ୍ - ସାମ୍ ସ୍ଲେଟର ( ଦ ରେଲୱେ ମ୍ୟାନ୍)
-ବେଷ୍ଟ ଅରିଜିନାଲ ସାଉଣ୍ଡଟ୍ରାକ୍ - ସିରିଜ୍ - ସଞ୍ଜୟ ଲୀଲା ଭନସାଲୀ, ରାଜା ହସନ ଏବଂ ଶର୍ମିଷ୍ଠା ଚାଟାର୍ଜୀ (ହୀରାମଣ୍ଡି: ଡାଏମଣ୍ଡ ବାଜାର)
-ବେଷ୍ଟ VFX- ସିରିଜ୍- ଫିଲ୍ମଗେଟ୍ ଏବି ଏବଂ ହାଇୱେ ଷ୍ଟୁଡିଓ (ରେଲୱେ ମ୍ୟାନ)
-ବେଷ୍ଟ ସାଉଣ୍ଡ୍ ଡିଜାଇନ୍ - ସିରିଜ୍ - ସଞ୍ଜୟ ମୌର୍ଯ୍ୟ ଏବଂ ଅଲୱିନ୍ ରେଗୋ (କାଲା ପାନି)
-ବେଷ୍ଟ ଡାଏଲଗ - ୱେବ୍ ଅରିଜିନାକ ଚଳଚ୍ଚିତ୍ର - ଇମତିଆଜ୍ ଅଲି ଏବଂ ସାଜିଦ୍ ଅଲି (ଅମର ସିଂ ଚମକିଲା)
-ବେଷ୍ଟ ଅରିଜିନାଲ ସ୍କ୍ରିନ୍ ପ୍ଲେ - ୱେବ୍ ଅରିଜିନାଲ ଫିଲ୍ମ - ଇମତିଆଜ୍ ଅଲି ଏବଂ ସାଜିଦ୍ ଅଲି (ଅମର ସିଂ ଚମକିଲା)
-ବେଷ୍ଟ ସିନେମାଟୋଗ୍ରାଫର - ୱେବ୍ ଅରିଜିନାଲ ଚଳଚ୍ଚିତ୍ର - ସିଲଭେଷ୍ଟର ଫୋନ୍ସେକା (ଅମର ସିଂ ଚମକିଲା)
-ବେଷ୍ଟ ପ୍ରଡକ୍ସନ ଡିଜାଇନ୍ - ୱେବ୍ ଅରିଜିନାଲ ଚଳଚ୍ଚିତ୍ର - ସୁଜାନ୍ କ୍ୟାପ୍ଲାନ୍ ମେରୱାନଜି (ଦି ଆର୍ଚିଜ୍)
-ବେଷ୍ଟ ଏଡିଟିଂ - ୱେବ୍ ଅରିଜିନାଲ ଚଳଚ୍ଚିତ୍ର - ଆରତୀ ବଜାଜ୍ (ଅମର ସିଂ ଚମକିଲା)
Congratulations!
— Filmfare (@filmfare) December 1, 2024
The Filmfare Award for Best Background Music, Web Original Film goes to #ARRahman for #AmarSinghChamkila at the #DanubePropertiesFilmfareOTTAwards2024.#FilmfareOTTAwards2024 #FilmfareOTTAwards #Filmfare@danubeprop @hyundaiindia @fiamaindia @uptourismgov pic.twitter.com/Hc6Ep8WMyX
-ବେଷ୍ଟ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ - ୱେବ୍ ଅରିଜିନାଲ ଚଳଚ୍ଚିତ୍ର- ଏଆର୍ ରହମାନ (ଅମର ସିଂ ଚମକିଲା)
-ବେଷ୍ଟ ମ୍ୟୁଜିକ ଡିଜାଇନ୍ - ୱେବ୍ ଅରିଜିନାଲ ଚଳଚ୍ଚିତ୍ର - ଧିମାନ କର୍ମକର (ଅମର ସିଂ ଚମକିଲା)
-ବେଷ୍ଟ ଷ୍ଟୋରୀ କାହାଣୀ - ୱେବ୍ ଅରିଜିନାଲ ଫିଲ୍ମ - ଜୋୟା ଅଖତର, ଅର୍ଜୁନ ୱରେନ୍ ସିଂ ଏବଂ ରେମା କାଗତି (ଖୋ ଗାଏ ହମ୍ କାହାଁ) ଉମା ମିଶ୍ରା