କଟକ ୨୨।୩: ଗରମରୁ ମିଳିଲା ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ କଟକରେ ପ୍ରବଳ ବର୍ଷା । ଦିନ ୧ଟାରୁ ୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ସହରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ପାଇଁ କଟକ ସହରର ବିଭିନ୍ନ ସ୍ଥାନରେ ଜୀବନ ଯାତ୍ରା ଠପ୍ ହୋଇ ଯାଇଥିଲା । ଦେଢ଼ ଘଣ୍ଟା ଧରି ହୋଇଥିବା ଲଗାଣ ବର୍ଷା ଯୋଗୁଁ ସହରର କିଛି ଅଞ୍ଚଳ ମାନଙ୍କରେ ବର୍ଷା ଜଳ ମଧ୍ୟ ଜମିଥିଲା । ଦୀର୍ଘ ୧୦ ଦିନ ଧରି ଲାଗି ରହିଥିବା ଗରମରୁ ଟିକିଏ ଆଶ୍ୱସ୍ତି ଦେଇଛି ଆଜିର କାଳବୈଶାଖୀ ବର୍ଷା ।
You Can Read:
ଓଲଟିଲା ‘ସିଲ୍କ ସିଟି’ ନାମକ ଯାତ୍ରୀବାହୀ ବସ୍, ଅନେକ ଯାତ୍ରୀ ଆହତ ସୂଚନା