ଜାନୁଆରୀ ୩୧ରୁ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି : ଆଇନ ମନ୍ତ୍ରୀ

Published By : Prameya-News7 Bureau | December 08, 2024 IST

ଖୋର୍ଦ୍ଧା ୮।୧୨: ଜାନୁଆରୀ ୩୧ ତାରିଖରୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି ହେବ । ଖୋର୍ଦ୍ଧାରେ ଏଭଳି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ମରାମତି କାମ ସାରିବା ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦିଆଯାଇଛି । ପରେ ସ୍ଥାନାନ୍ତରିତ ରତ୍ନ ଅଳଙ୍କାର ଭଣ୍ଡାରକୁ ଅଣାଯାଇ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ । 

You Can Read:

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି, ବରଗଡ଼ ସୋହେଲା ଚାଷୀ ସମାବେଶରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.