ଭର୍ତ୍ତୃହରିଙ୍କ ନାଁରେ ପୋଲିସକୁ ମାଡ ମାମଲା : ଅଭିଯୋଗକାରୀ ଉପସ୍ଥିତ ନ ରହିବାରୁ ଜେରା ପ୍ରକ୍ରିୟା ଅସମ୍ପୂର୍ଣ୍ଣ

Published By : Prameya-News7 Bureau | May 06, 2024 IST

କଟକ ୬।୫: ଭର୍ତ୍ତୃହରି ମହତାବଙ୍କ ନାଁରେ ପୋଲିସକୁ ଦୁର୍ବ୍ୟବହାର ମାମଲାରେ ଅସମ୍ପୂର୍ଣ୍ଣ ରହିଲା ଜେରା ପ୍ରକ୍ରିୟା । ଅଭିଯୋଗକାରୀ ଉପସ୍ଥିତ ରହି ନପାରିବାରୁ ଜେରା ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଛି । ମେ’ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

You Can Read :

କନିଷି ସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ଏଥର ଓଡିଶାରେ ଡବଲ ଇଞ୍ଜିନ ସରକାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.