ରାଜ୍ୟରେ ଆଉ ୧୫ ପ୍ରମୁଖ ପ୍ରକଳ୍ପକୁ ମଞ୍ଜୁରୀ; ୪୬୩୭ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

Published By : Prameya-News7 Bureau | November 08, 2024 IST

News7

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫ ପ୍ରମୁଖ ପ୍ରକଳ୍ପକୁ ମଞ୍ଜୁରୀ। SLSWCAରେ ମିଳିଲା ଅନୁମୋଦନ। ୧୫ ପ୍ରକଳ୍ପ ପାଇଁ ନିବେଶ ହେବ ୩ ହଜାର ୩୫୩ କୋଟି ଟଙ୍କା। ୪ ହଜାର ୬୩୭ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ। 

ସେହିଭଳି ଏହି ପ୍ରକଳ୍ପ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବଡ଼ ନିବେଶ କରାଯିବ। ରାଜ୍ୟରେ ୩ ନୂଆ ପାନୀୟ ପ୍ରସ୍ତୁତ କାରଖାନା ଖୋଲିବ। ଖୋର୍ଦ୍ଧାରେ ଭୁବନେଶ୍ବରୀ ଫୁଡସ କାରଖାନା କରିବ। କାରଖାନା ପାଇଁ ୮୦୦ କୋଟି ଟଙ୍କା ନିବେଶ କରିବ। ଖୋର୍ଦ୍ଧାରେ କାରଖାନା ପାଇଁ ଅବାନ ନିବେଶ କରିବ ୬୨୨ କୋଟି। ବରଗଡ଼ରେ କାରଖାନା ପାଇଁ ଜିଓ ଫାଷ୍ଟ ନିବେଶ କରିବ ୬୦ କୋଟି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.