କେନ୍ଦ୍ରାପଡ଼ା୧୨।୧: କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗଭୀର ସମୁଦ୍ର ମଧ୍ୟରେ ଫୁଟିଲା ଗୁଳି । ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରକୁ ଆକ୍ରମଣ କଲେ ମାଛ ମାଫିଆ । ବେଆଇନ ଭାବେ ମାଛ ଧରୁଥିବା ତାରିଣୀ ୩ ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ କାବୁ କରି ଆଣୁଥିଲା । ଏହି ସମୟରେ ୬ଟି ଟ୍ରଲର ବନ ବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏହାସହ ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ଜୋର୍ ଜବରଦସ୍ତ ବନ କର୍ମଚାରୀଙ୍କ ଠାରୁ ମାଛ ମାଫିଆ ମାନେ ଛଡାଇ ନେଇଛନ୍ତି ।
You Can Read:
ବାଇକ୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍, ଚାଲିଗଲା ଦମ୍ପତ୍ତିଙ୍କ ଜୀବନ