ମଦ ବନ୍ଦ କରିବାକୁ ନିର୍ବାଚନ ଇସ୍ତାହାରରେ କହିଲେ, ହେଲେ କଲେନି : ପ୍ରମିଳା ମଲ୍ଲିକ

Published By : Prameya-News7 Bureau | August 23, 2024 IST

ଭୁବନେଶ୍ବର ୨୩: ରାଜ୍ୟରେ ଚୋରା ମଦ କାରବାର ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି, ଏ ସରକାର କେବଳ ରଙ୍ଗ ବଦଳାଉଛନ୍ତି । ମଦ ବନ୍ଦ କରିବାକୁ ନିର୍ବାଚନ ଇସ୍ତାହାରରେ କହିଲେ, ହେଲେ କଲେନି । ତେଣୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଚୋରା ମଦ କାରବାର ବନ୍ଦ କରିବାକୁ କେହି ମନା କରୁ ନାହାନ୍ତି । ବୁଲଡୋଜର ଚଲାନ୍ତୁ । ହେଲେ ବର୍ତ୍ତମାନ ଘଟଣାକୁ ନେଇ ଆଗ ଇସ୍ତଫା ଦିଅନ୍ତୁ । ସେମାନେ ମଦ ବନ୍ଦ କରିବେନି । କାରଣ ମଦ ବେପାରୀଙ୍କ ସହ ସଲାସୁତୁରାରେ ଅଛନ୍ତି ।

You Can Read:

ରାଜ୍ୟରେ ୨୦ଟଙ୍କାରେ ମିଳୁଛି ଆଳୁ, କମ୍ ଦାମ୍‌ରେ ମିଳିବ ପିଆଜ : ଯୋଗାଣ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.