ଭୁବନେଶ୍ବର ୧୪।୧: ବାଘୁଣୀ ରୂପାର ଧଳା ଛୁଆ ଅସୁସ୍ଥ । ମା’ ଠାରୁ ଅଲଗା ହେଲା ଅଢେଇ ମାସର ଛୁଆ । ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଚିକିତ୍ସା ଜାରି ରହିଛି । ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସାନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୨୪ ନଭେମ୍ବର ୨ ତାରିଖରେ ବାଘୁଣୀ ରୂପା ଜନ୍ମ ଦେଇଥିଲା ୪ ଶାବକ । ସେଥି ମଧ୍ୟରୁ ଦୁଇଟି ଧଳା ଏବଂ ଦୁଇଟି ସାଧାରଣ ରଙ୍ଗର ହୋଇଥିଲେ ।
You Can Read:
ହାଇପ୍ରୋଫାଇଲ୍ ଠକେଇର ନାୟିକା ହଂସିତାର ଖୋଲୁଛି ଗୁମର, ଜାଗା ଖାଲି କରାଇବାକୁ କରୁଥିଲେ ଡିଲ୍