ଭୁବନେଶ୍ବର ୨୯।୩: ଋଣ ଜାଲିଆତି ଅଭିଯୋଗରେ ୪ ସରକାରୀ ଅଧିକାରୀ ଗିରଫ ହୋଇଛନ୍ତି । ଅଭିଯୋଗ ପରେ ୪ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗିରଫ ୪ ସରକାରୀ ଅଧିକାରୀ ହେଲେ ସମ୍ବଲପୁର କଟାରବାଗ ପ୍ୟାକ୍ସ ପୂର୍ବତନ ସେକ୍ରେଟାରୀ ଭୁବନେଶ୍ବର ସାହୁ, ସମ୍ବଲପୁର ତଲାବ ପ୍ୟାକ୍ସ ପୂର୍ବତନ ସେକ୍ରେଟାରୀ ଭଗବାନ ପଟେଲ, ବରଗଡ଼ କନିସିଂହା ପ୍ୟାକ୍ସ ପୂର୍ବତନ ସେକ୍ରେଟାରୀ ଛବିଳ ବେହେରା ଏବଂ କାନ୍ତିଲାଲ ଭୋଇ । ଏମାନେ ପ୍ରାୟ ୬୪ ଲକ୍ଷରୁ ଅଧିକ ଟଙ୍କାର ଋଣ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ।
You Can Read:
ଗ୍ରୀଷ୍ମ ପ୍ରବାହରେ କଲବଲ ସାରା ରାଜ୍ୟ, ଦିନ ସାଢ଼େ ୧୧ଟା ସୁଦ୍ଧା ୩୮ ଡ଼ିଗ୍ରୀ ଟପିଲା ତାପମାତ୍ରା