ନାବାଳିକାଙ୍କୁ ଅପହରଣ ଅଭିଯୋଗ : ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

Published By : Prameya-News7 Bureau | December 03, 2024 IST

BREAKING NEWS

ବାଲେଶ୍ଵର ୩।୧୨: ନାବାଳିକାଙ୍କୁ ରାତିଅଧରେ ଅପହରଣ ଅଭିଯୋଗରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ  । କମଳ ଲୋଚନ ପାଣ୍ଡିଆକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର ଟଙ୍କାର ଜରିମାନା, ଅନାଦେୟ ଅଧିକ ୨ ବର୍ଷ ସଶ୍ରମ କାରାଦଣ୍ଡ । ପୋକ୍ସୋ ଆଇନ ଧାରା ୬ ଅଧୀନରେ ୨୨ ଜଣ ସାକ୍ଷୀ ଓ ୪୦ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ପୋସ୍କୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୁତାର । ଏହାସହ କୋର୍ଟ ପୀଡିତାଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ୨୧/୦୧/୨୦୨୨ରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ମାମଲା କରାଯାଇଥିଲା ।

You Can Read:

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.