ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ, ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ

Published By : Prameya-News7 Bureau | May 24, 2024 IST

ଭୁବନେଶ୍ବର ୨୪।୫: ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ । ଶିମିଳିପାଳ ଅଭୟାରଣ୍ୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।

ପିସିସିଏଫ୍ ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁସାରେ, ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ । ଶିମିଳିପାଳ ଅଭୟାରଣ୍ୟରେ ବୁଲୁଛନ୍ତି ବାଘ । ଉଭୟ ପାଖାପାଖି ଥିବାର ଫଟୋ ସାମ୍ନାକୁ ଆସିଛି । ସାଧାରଣରେ ଏହି ଦୁଇ ବାଘ ଏକାଠି ରୁହନ୍ତି ନାହିଁ । ତେଣୁ ଏହାକୁ ବିରଳ ଚିତ୍ର ବୋଲି କୁହାଯାଉଛି । ବନ ବିଭାଗ କ୍ୟାମେରାରେ ଟ୍ରାପ୍ ହୋଇଛି ବିରଳ ଦୃଶ୍ୟ ।

You Can Read :

ପକୁଡ଼ି ମାଗିବାରୁ ନାବାଳିକା ଝିଅକୁ ଠେଙ୍ଗାରେ ପିଟି ମାରିଦେଲା ପିଶାଚିନୀ ମା’, ଡିଜେଲ ଢାଳି ପୋଡିଦେଇଥିଲା ଶବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.