ବିନିକା ୨୯/୧୦: ଅକ୍ଟୋବର ୨ରୁ ସାରା ରାଜ୍ୟରେ ବିଜେଡି କରୁଛି ଜନ ସଂପର୍କ ପଦଯାତ୍ରା । ଏହି ଭିତ୍ତିରେ ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ଆୟୋଜିତ ହୋଇଛି ପଦଯାତ୍ରା । ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସୁବର୍ଣ୍ଣପୁର ବିଧାୟକ ନିରଞ୍ଜନ ପୂଜାରୀ । ହଜାର ହଜାର କର୍ମୀ ବିରାଟ ଶୋଭାଯାତ୍ରାରେ ବାହାରି ବିନିକା ସହର ପରିକ୍ରମା କରି ନିୟନ୍ତ୍ରିତ ବଜାର ପ୍ରାଙ୍ଗଣ ଠାରେ ହୋଇଥିବା ସଭା ସ୍ଥଳକୁ ଯାଇଥିଲେ । ସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେପି ଉପରେ ବର୍ଷିଥିଲେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ।
ପ୍ରମିଳାଙ୍କୁ ଜବାବ ଦେଲେ ହିମାଂଶୁ, କହିଲେ- ‘ବରିଷ୍ଠ...