ଶିରୀଶକଟା ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

Published By : Prameya-News7 Bureau | October 08, 2024 IST

ଆଠମଲ୍ଲିକ ୮।୧୦: ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର । ଅନୁଗୋଳ ଜିଲ୍ଲା ଧଣ୍ଡାତୋପା ରେଞ୍ଜ ଶିରୀଶକଟା ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି । ଏନେଇ ଆଠମଲ୍ଲିକ DFO ସନ୍ତୋଷ କୁମାର କପୁଲା ସୂଚନା ଦେଇଛନ୍ତି ।

You Can Read:

ବାଣ ଗୋଦାମରେ ପୋଲିସର ରେଡ୍, ୨୦ ଲକ୍ଷ ଟଙ୍କାର ବାଣ ଜବତ

 

  • angul
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.