କଟକ ୩୧।୮: ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ବଦଳିବା ନେଇ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ବଦଳିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି । ବିଶ୍ବବିଦ୍ୟାଳୟ ନାଁ ଯେଉଁ ରେଭେନ୍ସାଙ୍କ ନାଁରେ ହୋଇଛି, ତାଙ୍କ ଭୂମିକା କ’ଣ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ନ’ଅଙ୍କ ଦୁର୍ଭିକ୍ଷ ବେଳେ ରେଭେନ୍ସା କରୁଥିଲେ କ’ଣ । ନାଁ ବଦଳାଇବା ବ୍ୟକ୍ତିଗତ ମତ ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି । ଓଡ଼ିଶାର ବୁଦ୍ଧିଜୀବୀ ଏନେଇ ଚିନ୍ତା କରିବା ଉଚିତ
। ତେଣୁ ଏହା ଉପରେ ବିତର୍କ ଆବଶ୍ୟକ ।
You Can Read:
ଓଡିଶା ହାଇକୋର୍ଟରେ ପଡି ରହିଛି ୧ ଲକ୍ଷ ୪୨ ହଜାର ୮୫୮ ମାମଲା, ବୃଦ୍ଧି କରାଯିବ ବିଚାରପତି ସଂଖ୍ୟା : ଆଇନ ମନ୍ତ୍ରୀ