ଭୁବନେଶ୍ବର ୨୩।୫: ଜୁନ୍ ୩ରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, କୋଟିଆ ପାଇଁ ନିଯୁକ୍ତ ହେବେ ସ୍ଵତନ୍ତ୍ର ଅଧିକାରୀ । ଦୀର୍ଘମିଆଦି ଏବଂ ସ୍ୱଳ୍ପ ମିଆଦି ଯୋଜନା କାର୍ଯ୍ୟକାରୀ କରାଯିବ । ସୁପ୍ରିମକୋର୍ଟରେ କୋଟିଆ ମାମଲାର ପୁନଃବିଚାର ଆବେଦନ ହୋଇଛି । କୋଟିଆ ଲୋକ ଓଡ଼ିଶା ସହିତ ଥିଲେ ଓ ରହିବେ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
You Can Read:
ନବୀନ ପଟ୍ଟନାୟକ ଶୃଙ୍ଖଳିତ ଓ ବିଜେଡିର ସମସ୍ତ ନେତା ଓ କର୍ମୀ ବି ଶୃଙ୍ଖଳିତ