ଜଙ୍ଗଲରେ ନିଆଁ ଲିଭାଇବା ବେଳେ ଅଘଟଣ, ପୋଡି ହୋଇ ଫରେଷ୍ଟ ସ୍କ୍ବାର୍ଡ଼ ଗୁରୁତର

Published By : Prameya-News7 Bureau | April 07, 2025 IST

ରାଉରକେଲା ୭।୪ଜଙ୍ଗଲରେ ନିଆଁ ଲିଭାଇବା ସମୟରେ ଅଘଟଣ । ନିଆଁ ଲିଭାଇବା ବେଳେ ପୋଡି ହୋଇ ଫରେଷ୍ଟ ସ୍କ୍ବାର୍ଡ଼ ଗୁରୁତର ହୋଇଛନ୍ତି ।  କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ କଚାରୁ ବ୍ରାହ୍ମଣୀ ସଂରକ୍ଷିତ ଜଙ୍ଗଲରେ ନିଆଁ ଲିଭାଇବା ବେଳେ ଅଘଟଣ ଘଟିଛି । ଗୁରୁତର ପରେଷ୍ଟ ସ୍କ୍ବାର୍ଡ ଜଣଙ୍କ ହେଲେ ସମରା ଓରାମ୍ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ରାଉରକେଲାର ଏକ ଘରୋଇ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀରର ପ୍ରାୟ ୩୦ରୁ ୪୦ ପ୍ରତିଶତ ପୋଡିଯାଇଥିବା ଜଣାପଡିଛି । 

You Can Read:

ନୋଏଡା HCL ଟେକ୍ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଖୁବ୍‌ଶୀଘ୍ର ଓଡ଼ିଶାରେ ହେବ HCL କ୍ୟାମ୍ପସ୍

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.