ଗଞ୍ଜାମ ହିଞ୍ଜିଳିରେ୪ ଭାଇଙ୍କୁ ହତ୍ୟା ଘଟଣା, ୫ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

Published By : Prameya-News7 Bureau | September 02, 2024 IST

ବ୍ରହ୍ମପୁର ୨/୯: ଗଞ୍ଜାମ ହିଞ୍ଜିଳିରେ ୪ ଭାଇଙ୍କୁ ହତ୍ୟା ଘଟଣା । ୫ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ । ଚିତ୍ରସେନ ସେଠୀ, ମିଲନ ସ୍ବାଇଁ, ସନ୍ତୋଷ ସ୍ବାଇଁ,ବାହାନପତି ବେହେରା ଓ ଅମୀଲ କୁମାର ସ୍ବାଇଁଙ୍କୁ ଜେଲ୍‌ ଦଣ୍ଡାଦେଶ । ୨୬ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ରାୟ ଶୁଣାଇଛନ୍ତି  ଆସିକା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ୨୦୨୨ ଏପ୍ରିଲରେ ପିତ୍ତଳ ଛକରେ ଘଟିଥିଲା ହତ୍ୟାକାଣ୍ଡ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.