ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ପାସ୍ ହାର ୫୫.୪ ପ୍ରତିଶତ

Published By : Prameya-News7 Bureau | August 23, 2024 IST

କଟକ ୨୩।୮: ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ସପ୍ଲିମେଣ୍ଟାରୀ ପରୀକ୍ଷାରେ ପାସ୍ ହାର ୫୫.୪ ପ୍ରତିଶତ ରହିଛି ।

ଏହାସହ ଓପନ ସ୍କୁଲ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଓପନ ସ୍କୁଲ ପରୀକ୍ଷାରେ ପାସ୍ ହାର ୫୫.୮୭ ପ୍ରତିଶତ ରହିଛି । ଅପରାହ୍ନ ୪ଟାରୁ ଅନଲାଇନରେ ଉପଲବ୍ଧ ହେବ ପରୀକ୍ଷା ଫଳ ।

You Can Read:

ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍, ସ୍କୁଲ-କଲେଜ-ମନ୍ଦିର ନିକଟରେ ରହିବନି ମଦ ଦୋକାନ : ଅବକାରୀ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.