ରାଜ୍ୟର କମୁଛି ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂର ଚାହିଦା, ଡ଼ିଗ୍ରୀ ହାସଲ ପରେ ମିଳୁନି ଚାକିରି : ଦକ୍ଷତା ବିକାଶ ମନ୍ତ୍ରୀ

Published By : Prameya-News7 Bureau | August 30, 2024 IST

ଭୁବନେଶ୍ବର ୩୦।୮: ରାଜ୍ୟର କମୁଛି ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂର ଚାହିଦା । ଡ଼ିଗ୍ରୀ ହାସଲ ପରେ ମିଳୁନି ଚାକିରି । ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଲିଖିତ ଉତ୍ତର ରଖିଛନ୍ତି । 

ରାଜ୍ୟରେ ୭୯ ହଜାର ୫୫୮ ଜଣ ଆଇଟିଆଇ ଓ ଡିପ୍ଲୋମା ଯୁବକ ଓ ଯୁବତୀ ଡିଗ୍ରୀ ହାସଲ କରି ଚାକିରି ଅପେକ୍ଷାରେ ରହିଛନ୍ତି । ରାଜ୍ୟରେ ୩୪ ହଜାର ୧୮ ଜଣ ଆଇଟିଆଇ, ୪୩ ହଜାର ୪୬୩ ଜଣ ଡିପ୍ଲୋମା ପାଠ ପଢି ଚାକିରି ଅପେକ୍ଷାରେ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଅଗ୍ନିକାଣ୍ଡ, SNCUରେ ଲାଗିଲା ନିଆଁ

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.