ଭୁବନେଶ୍ବର ୩୦।୮: ରାଜ୍ୟର କମୁଛି ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂର ଚାହିଦା । ଡ଼ିଗ୍ରୀ ହାସଲ ପରେ ମିଳୁନି ଚାକିରି । ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଲିଖିତ ଉତ୍ତର ରଖିଛନ୍ତି ।
ରାଜ୍ୟରେ ୭୯ ହଜାର ୫୫୮ ଜଣ ଆଇଟିଆଇ ଓ ଡିପ୍ଲୋମା ଯୁବକ ଓ ଯୁବତୀ ଡିଗ୍ରୀ ହାସଲ କରି ଚାକିରି ଅପେକ୍ଷାରେ ରହିଛନ୍ତି । ରାଜ୍ୟରେ ୩୪ ହଜାର ୧୮ ଜଣ ଆଇଟିଆଇ, ୪୩ ହଜାର ୪୬୩ ଜଣ ଡିପ୍ଲୋମା ପାଠ ପଢି ଚାକିରି ଅପେକ୍ଷାରେ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଅଗ୍ନିକାଣ୍ଡ, SNCUରେ ଲାଗିଲା ନିଆଁ