ବଦଳିଲା 'ମୋ ସ୍କୁଲ୍‌' ଅଭିଯାନ ନାଁ, ‘ପଞ୍ଚଶଖା ଶିକ୍ଷା ସେତୁ’ ନାଁରେ ହେବ ପରିଚାଳିତ

Published By : Prameya-News7 Bureau | September 14, 2024 IST

ଭୁବନେଶ୍ବର ୧୪।୯: ବଦଳିଲା ମୋ ସ୍କୁଲ୍‌ ଅଭିଯାନ ନାଁ । ଗଣଶିକ୍ଷା ବିଭାଗ ପକ୍ଷରୁ ‘ମୋ ସ୍କୁଲ୍‌’ ଅଭିଯାନ ନାଁ ବଦଳିଛି । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍‌’ ଅଭିଯାନର ନାଁ ବଦଳାଇଛନ୍ତି ସରକାର । ଏହି ଅଭିଯାନର ନାଁ ବଦଳି ନୂଆ ନାଁ ହେଲା ‘ପଞ୍ଚଶଖା ଶିକ୍ଷା ସେତୁ’ ଅଭିଯାନ । ଏ ନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି ।

You Can Read:

ଗାଁ ଦାଣ୍ଡରେ ବୁଲୁଛି କୁମ୍ଭୀର, ଦୌଡିରେ ବାନ୍ଧି ବନବିଭାଗକୁ ଦେଲେ ଲୋକେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.