କେନ୍ଦ୍ରାପଡା ୧୪/୦୯: ଗାଁ ଦାଣ୍ଡରେ ବୁଲୁଛି କୁମ୍ଭୀର । କୁମ୍ଭୀରକୁ ବାନ୍ଧି ବନବିଭାଗକୁ ଦେଲେ ଗାଁ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗଜରାଜପୁର ଗାଁରେ । ଶନିବାର ସକାଳେ କୁମ୍ଭୀର ଗାଁ ପାଖ କେନାଲରୁ ଗାଁ ଦାଣ୍ଡକୁ ଚାଲିଆସିଥିଲା । ଏହାକୁ ଦେଖିବା ପରେ ଗାଁ ଲୋକେ ଏହାକୁ ଦେଖି ଏକ ଦୌଡ଼ି ସାହାଯ୍ୟରେ କୁମ୍ଭୀରଟିକୁ ଦେଖି ବନବିଭାଗକୁ ଖବର ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ଷୋଡ଼ଶ ଅର୍ଥ କମିଶନଙ୍କ ବୈଠକ, ବି...
![cm mohan majhi](https://api-news7.prameyanews7.com/prameya/document/compress/2/comp_2_175_1738833346220.webp)